FLASH!
Back to Web News

ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାମଚନ୍ଦ୍ର ପୁର ଗ୍ରାମରେ ଗଣେଶ ପୂଜା  lମଣ୍ଡପରେ ମହାପ୍ରଭୁ ଶ୍ରୀ ଗଣେଶଙ୍କୁ ପୂଜା।

ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାମଚନ୍ଦ୍ର ପୁର ଗ୍ରାମରେ ଗଣେଶ ପୂଜା  lମଣ୍ଡପରେ ମହାପ୍ରଭୁ ଶ୍ରୀ ଗଣେଶଙ୍କୁ ପୂଜା।

ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାମଚନ୍ଦ୍ର ପୁର ଗ୍ରାମରେ ଗଣେଶ ପୂଜା  lମଣ୍ଡପରେ ମହାପ୍ରଭୁ ଶ୍ରୀ ଗଣେଶଙ୍କୁ ପୂଜା।

ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି।

ଚିକିଟି :ପବିତ୍ର ଗଣେଶ ପୂଜା ଅବସରରେ ଚିକିଟି ରାମଚନ୍ଦ୍ର ପୁର ଗ୍ରାମରେ ପ୍ରତେକ ସାହିରେ ବିଭିନ୍ନ ପୂଜା ମଣ୍ଡପରେ ଗ୍ରାମବାସୀ ଭକ୍ତବୃନ୍ଦ ପହଂଚି ମାହାପ୍ରଭୁ ଗଜାନନଙ୍କ ଆଶିର୍ବାଦ ନେବା ସହ ପୂଜା କମିଟି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ବ୍ର।ହ୍ମଣ ସାହି ପୂଜା ମଣ୍ଡପ ଗତକାଲି ଠାରୁ ଗଣେଶ ପୂଜା ଆରମ୍ଭ ହୋଇଥିବା ବେଳେ ଗ୍ରାମର ଭଦ୍ରବ୍ୟକ୍ତି ମାନେ ଗତକାଲି ସନ୍ଧ୍ୟା ଓ ଆଜି ସନ୍ଧ୍ୟାରେ ବିଭିନ୍ନ ମଣ୍ଡପ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁ ମାନେ ପହଁଚିବାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଭରିଯାଇଥିବା ଦେଖିବାକୁ ମିଳିଛି । ଗତକାଲି  ଆଜି ମଧ୍ୟ ବିଭିନ୍ନ ପୂଜା ମଣ୍ଡପକୁ ଯାଇ  ଭକ୍ତଙ୍କ ଦ୍ୱାରା ପ୍ରସାଦ ବଣ୍ଟନ ସହ ୧୦୮ ଦୀପ ସନ୍ଦ୍ୟା ଆଳତି ମହାପ୍ରଭୁ ଗଜାନନଙ୍କୁ କରାଯାଏ। ଯୁବକମିଟିସଚ୍ଚିଦାନନ୍ଦ ପଣ୍ଡା, ସୁଶାନ୍ତ କୁମାର ପାଢ଼ୀ, ହୃଷିକେଶ ରୟଗୁରୁ, ରାଜା ପଣ୍ଡା, ସନ୍ତୋଷ ସାହୁ, ଭବାନୀ ପଣ୍ଡା, ମୁନା ପଣ୍ଡା, ରଞ୍ଜନ ପଣ୍ଡା ସହଯୋଗରେ ଗଜାନନ ପୂଜା ଗ୍ରୁପ ର ଛୋଟ ଛୋଟ ପିଲା କ୍ରିଷ୍ଣା କୁମାରସ।ହୁ, ପିଙ୍କୁ ରାଉଳ, ରିତେଶ ସାହୁ, ସୁମିତ ପଣ୍ଡା, ବାଦଲ ପଣ୍ଡା, ମିକୁ ପାଢ଼ୀ, ରୁଦ୍ର ପଣ୍ଡା, କଙ୍କ ପଣ୍ଡା,ସ୍ୱୟମ ପଣ୍ଡା, ସମସ୍ତଙ୍କୁ ଭକ୍ତି ଓ ସଂସ୍କାର ପ୍ରତି ଉପଦେଶ ଦେବାସହ ଶ୍ରେଷ୍ଠ ପୁରୋହିତ ମନୋଜ କୁମାର ମିଶ୍ର ଙ୍କ ପୂଜା ଓ ଆଳତି ରେ ପୂଜା ମଣ୍ଡପ ଭକ୍ତିମୟ ପରିବେଶ ମଧ୍ୟରେ ଲୋକମାନଙ୍କ ସୁଖଃ ଓ ଶାନ୍ତି କାମନା କରିଛନ୍ତି ।

View All Web News