କେନ୍ଦ୍ରାପଡ଼ା ମାର୍ଶାଘାଇ
21/10 ବୁଧବାର
ପବିତ୍ର ଶାରଦୀୟ ଦୁ୍ଗାପୂଜା ଅବସରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ନିର୍ବାଚମଣ୍ଡଳୀ ର ବିଧାୟକ ଦୁର୍ଗାପ୍ରସନ ନାୟକ ଆଖୁଆ ଓଡ଼ଙ୍ଗ ଦୁଗମଣ୍ଡପରେ ପହଂଚି ମା ଙ୍କ ଆଶ୍ରିବାଦ ନେଲେ ତାସହିତ ପୂଜାମଣ୍ଡପର କର୍ମ୍ମକର୍ତ୍ତା ଓ ଗ୍ରାମ ବାଶି ଶ୍ରୀ ନାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ବିଧାୟକ ମଧ୍ୟ୍ୟ ଅନୁଷ୍ଠାନର କର୍ମକର୍ତା ଓ ଗ୍ରାମ ବାସୀଙ୍କୁ ଶାରଦୀୟ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ

