FLASH!
ଜରାବଗା ଅଙ୍ଗନବାଡ଼ି ଛକରୁ ସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବି, ବିଡିଓଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀSambalpurସମ୍ବଲପୁରରେ ୫ ବର୍ଷିଆ ମସଲା ବିକାଶ ଯୋଜନା, କୁଚିଣ୍ଡାର ୪ଟି ପଞ୍ଚାୟତରୁ ହେବ ଆରମ୍ଭSambalpurଝାଡ଼ଖଣ୍ଡ ଦେଇ ଚଳାଚଳ କରୁଥିବା ୬୦ରୁ ଅଧିକ ଟ୍ରେନ୍ ୧୭ ଡିସେମ୍ବର ପର୍ଯ୍ୟନ୍ତ ବାତିଲ୍, ଅନେକ ଟ୍ରେନ୍‌ର ମାର୍ଗ ପରିବର୍ତ୍ତନJharsugudaବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ମହାସମାରୋହରେ ଅନୁଷ୍ଠିତ;୧୦୦୮ ଆଳତି ଓ କାନିକା ପ୍ରସାଦ ବଣ୍ଟନରେ ଭକ୍ତଙ୍କ ଭିଡ଼Ganjamଆଖୁଆ ଓଡ଼ଙ୍ଗ ପୂଜା ମଣ୍ଡପକୁ ଆସି ଆଶ୍ରିବାଦ ନେଲେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ ନାୟକ ଆଖୁଆ ଓଡ଼ଙ୍ଗ ବାସୀଙ୍କୁ ଜଣାଇଲେ ଶାରଦୀୟ ଅଭିନନ୍ଦ ଓ ଶୁଭେଚ୍ଛାKendraparaବାମରା ରେଳ ଜନ ସଂବାଦରେ ଓଭରବ୍ରିଜ୍‌, ଅଣ୍ଡରପାସ୍‌ ଓ ଯାତ୍ରୀ ସୁବିଧା ନେଇ ଉଠିଲା ଅନେକ ଦାବିSambalpurଛତ୍ରପୁରରେ ଡିଭାଇଡରରେ ପିଟିଲା ନୂଆ ଇନୋଭା; ଅଳ୍ପକେ ବର୍ତ୍ତିଲେ ୭ ଜଣGanjamବିଭିନ୍ନ ପୂଜାମଣ୍ଡପ ବୁଲି ମା' ଙ୍କ ଆଶୀର୍ବାଦ ନେଲେ ବିଧାୟକ ଅରବିନ୍ଦ ମହାପାତ୍ର, ନିର୍ବାଚନମଣ୍ଡଳୀବlସିଙ୍କୁ ଜଣାଇଲେ ଶାରଦୀୟ ଶୁଭେଚ୍ଛାKendrapara​ସରିଲା ପ୍ରସ୍ତୁତି: ନଭେମ୍ବର ୧୩ରୁ ୧୫ ରାଉରକେଲାରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ ।Bhubaneswarନଭେମ୍ବର ୧୩ରୁ ରାଉରକେଲାରେ ODMMର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ, ପ୍ରସ୍ତୁତି ଶେଷSambalpur
Back to Web News

ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେବା ସଂକଳ୍ପ ଅଭିଯାନଓ ରକ୍ତ ଦାନ ଶିବିର ଅନୁଷ୍ଠିତ।

ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେବା ସଂକଳ୍ପ ଅଭିଯାନଓ ରକ୍ତ ଦାନ ଶିବିର ଅନୁଷ୍ଠିତ।

ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେବା ସଂକଳ୍ପ ଅଭିଯାନଓ ରକ୍ତ ଦାନ ଶିବିର ଅନୁଷ୍ଠିତ।

ରିପୋର୍ଟ: ରାଜେନ୍ଦ୍ର ପ୍ରସାଦ ତେଣ୍ଟୁ, ମାଲକାନାଗିରି।

ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଳକ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା ଠାରେ ସେବା ସଂକଳ୍ପ ଅଭିଯାନ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୂଖ୍ୟତ Dr ସୈମ୍ୟକାନ୍ତ ବେହେରା (Bpho) ନବିନ ଚନ୍ଦ୍ର ସୋମରଥ (Bpm) ମହାନନ୍ଦ ମିସ୍ତ୍ରୀ (Bnlw) ନାକା ପ୍ରଭୁ କୁମାର ଙ୍କ ସହଯୋଗ ରେ ଏକ ବିଶାଳ ରକ୍ତ ସଂଗ୍ରହ ଆୟୋଜିତ ହୋଇଥିଲା। ଡକ୍ଟର ସୈମାକାନ୍ତ ବେହେରା Bpho ନବିନ ଚନ୍ଦ୍ର ସୋମରଥ ସଂଯୋଜକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପଡ଼ିଆ ବ୍ଳକ ଆଖ ପାଖ ଯୁବକ ବାଇମାନେ ପ୍ରଚଣ୍ଡ ମାନବୀୟ ମନୋଭାବ ନେଇ ରକ୍ତଦାନ ରେ ପ୍ରଶଂସନୀୟ ଭୂମିକା ଗ୍ରହଣ କରି ମାନବତାର ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପଡ଼ିଆ ବ୍ଳକ ବିଜେପି MP ପ୍ରତିନିଧି ପି, ଭେଙ୍କଟଶ୍ଵାରାଉ, ପଡ଼ିଆ ବ୍ଳକ ବିଜେପି ପ୍ରତିନିଧି କଟାମ ଵାଲାୟା, ଜିଲ୍ଲା ST ମଷା tv ପ୍ରେସିଡେଣ୍ଟ ଦେବା ମାଡକାମି, କରାପ୍ ଭାକ୍ସାର୍ ଯୋଗଦେଇଥିଲେ। ଏଥିରେ HPV Vaccination, ABPMJAY-GJY EKYC ID GENERATOR ଓ ଆଖି ଶେକାବ୍ କରିବା ସହ ବିଭିନ୍ନ ସେବା ସଂକଳ୍ପ ଅଭିଯାନ କରିଥିଲେ।

View All Web News